- Home
- CCM, Gopalpur → ତାରିଖ - ୩୦.୦୩.୨୦୨୬ ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ବେଳାଭୂମି ଆନୁକୂଲ୍ୟରେ ଗଞ୍ଜାମ ଗଜପତି ବୃହତ୍ତର ଦୁଗ୍ଧ ଉତ୍ପାଦକ ସମବାୟ ସଂଘ୍ ଅଧିନସ୍ଥ ପ୍ରାଥମିକ ମହିଳା ଦୁଗ୍ଧ ସମବାୟ ସମିତି ମାନଙ୍କର ପରିଚାଳନା ପରିଷଦର ସଭ୍ୟା ଏବଂ କର୍ମଚାରୀ ମାନଙ୍କ ନିମନ୍ତେ ଏକ ଦିବସୀୟ ସମବାୟ ନେତୃତ୍ୱ ବିକାଶ ତାଲିମ୍ କାର୍ଯ୍ୟକ୍ରମ ରଙ୍ଗେଇଲୁଣ୍ଡl ବ୍ଲକ୍ ଅର୍ନ୍ତଗତ ମlଣ୍ଡିଆପାଲୀ ନିକଟସ୍ଥ ବ୍ରଜନଗର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। → Gallery