- Home
- CCM, Koraput → ସମବାୟ ପରିଚାଳନା କେନ୍ଦ୍ର, କୋରାପୁଟ, ଆନୁକୂଲ୍ୟରେ କୋରାପୁଟ ଏ ଆର ସି ଏସ ସର୍କଲ ଅନ୍ତର୍ଗତ ଅଣକୃଷି ଋଣ ଏବଂ ଅଣରୁଣ ସମବାୟ ସମିତିମାନଙ୍କର ପରିଚାଳନା ପରିଷଦ ସଦସ୍ୟ ଓ କର୍ମଚାରୀ ଙ୍କ ନିମନ୍ତେ ସମବାୟ ଆଇନ, ପରିଚାଳନା ଓ ହିସାବ ରକ୍ଷଣ ପଦ୍ଧତି ର ପୁନରାବୃତ୍ତି ତାଲିମ କାର୍ଯ୍ୟକ୍ରମ। ତାରିଖ - 11/02/2026 ସ୍ଥାନ - ସମବାୟ ତାଲିମ କେନ୍ଦ୍ର, କୋରାପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି |। ଆୟୋଜକ - ସମବାୟ ପରିଚାଳନା କେନ୍ଦ୍ର, କୋରାପୁଟ। ଓଡିଶା ରାଜ୍ୟ ସମବାୟ ସଂଘ, ଭୁବନେଶ୍ୱର → Gallery